by Rabindra kumar Sahoo ✓ · 24 Jan 2022
ସବୁ ତନ୍ତ୍ରର ମୁଁ ମହାମନ୍ତ୍ର ସେ ହେଉ ଏକଛତ୍ରବାଦ ସମାଜବାଦ ହେଉ କି ସେ ହେଉ ରାଜତନ୍ତ୍ର ଅବା ପ୍ରଜାତନ୍ତ୍ର ସବୁଠି କାଟୁ କରେ ମୋ ମହାମନ୍ତ୍ର ମୁଁ ଭିନ୍ନ ଗ୍ରହର ନୁହେଁ କି ଭିନ୍ନତା
Loading comments…
Comments
Loading comments…