by Akshayakumar Dash ✓ · 4 Jul 2020
ସବୁଜ ଘାସ କି କଅଁଳିଆ ପତ୍ର ଲତା ବଜାର ରେ କେଉଁଠିବା ଅଛି, ସବୁଆଡେ ସିମେଟ ପାଚେରୀ ଗଛମାନେ ବନ୍ଦୀ ରେ ବଂଚନ୍ତି ତାକୁଦେଖି ହସିଦେଇ ମୁହଁ ଫେରେଇ ଆଣନ୍ତି ଦିନ ରାତି ସମାନ ତା ପାଇଁ
Loading comments…
Comments
Loading comments…