by SARADA NAYAK ✓ · 20 Sept 2020
ନା ତାର ସୁଣା ,ସୁଣା ମୁହଁ ଲାଗୁ ଥିଲା ଚିହ୍ନା ନମ୍ୱର୍ ତା ମାଗିବାରୁ ଗାଇଗଲା ଫଟ୍ କିନା। ଆଲୋ.... ତା, ନମ୍ୱରବି ଚିହ୍ନା ଚିହ୍ନା ଅଜ୍ଞାନୀ ମୁଁ ପାରିଲିନି ଜାଣି ଠିକଣାଟା ପଚାରିବାରୁ କହେ ଜାଣେ ତୋ ଘରଣୀ।
Loading comments…
Loading comments…