by ABhimanyu Panda ✓ · 25 May 2019
କୋଳ ଆଶାୟୀ ସମସ୍ତେ ମୁଁ ସାମାନ୍ୟ ଭିନ୍ନ , ଜାଣିଶୁଣି ଚିରା ଛାଡ଼ି କାନ୍ଦେ ତୁ ଧାଇଁ ଆସିବୁ ଜାଣିଛି , ଆଶା କିନ୍ତୁ କୋଳନୁହେଁ ତୋ ଆସିବାରେ , ତୋ ପାଦରଜାମୃତର ଆଶାୟୀ ପବନରେ ଭାସିଲାଗେ ମଥାରେ,କୋଳ ତୋ ବଦାନ୍ୟତା
Loading comments…
Loading comments…