by Prabhati Mahapatra ✓ · 24 Jul 2021
ସବୁ ଦିନ ନାହିଁ ଚାନ୍ଦିନୀ ରାତି କି ଲୁଚି ରୁହେ ନାହିଁ ସତ ସୂରଜ ଉଇଁଲେ ସବୁ ପରିଷ୍କାର ମିଛ କି ରହିବ ଗୁପ୍ତ । ମୁହୁର୍ମୁହୁଃ ବାସ ଚହଟି ଉଠଇ ସରା କି ବସିବ ମାଡ଼ି ପ୍ରକାଣ୍ଡ ବୃକ୍ଷ ସେ ସତ୍ୟ ରୂପି ଦେହ ମିଥ୍ୟାକୁ ନିଏ ସେ
Loading comments…
Loading comments…