by Anil kumar Pradhan ✓ · 22 Nov 2021
ମାଉସୀ ବଞ୍ଚାଇ ମାଆ ମାରିଦେଉ ଇଂରାଜୀରେ ମାତାମାତି ଜୀବନ ଜଞ୍ଜାଳ ଜଳାଉ ଏଦେଶେ ବଞ୍ଚୁଥାଉ ମୁଣ୍ଡ ପୋତି ଓଡ଼ିଆ ଆଶା ମାରୁ ଗରବେ ଓଡ଼ିଆ କହିବାକୁ ଲାଜ ସତେ ଆମେ କେଡ଼େ ଭୀରୁ
Loading comments…
Loading comments…