by Prafulla Chandra Mishra ✓ · 27 Aug 2018
ଆକୁଳେ ପ୍ରଫୁଲ୍ଲ ଆରତ ସୁରେ ଦିବା,ରାତି ମଗ୍ନ ତୋ ଭଜନରେ ସତେ କି ଈଶ୍ଵର ଶୁଣିବ ମୋ ଡାକ ମୋ ନର ଜନ୍ମ ହେବ ଧନ୍ୟ ହେ , ତୋ ପଦେ ଗଲି ଶରଣ…।।
Loading comments…
Loading comments…