by SIPRA NAMTA ✓ · 10 Oct 2018
ମଳୟ ଛୁଏଁନା ଏଠି ପାଦପ ପତରେ ଫଗୁରଙ୍ଗ ମନା ଏଠି ଭରା ଫଗୁଣ ରେ । ପ୍ରୀତିଫୁଲ ଝାଉଁଳିଛି ବସନ୍ତ ରେ ଆଜି ହୃଦୟ ବିଳାପ କରେ ବିରହିଣୀ ସାଜି ।
Loading comments…
Comments
Loading comments…