by Chandrakanta Nayak ✓ · 17 Oct 2021
ସତରେ ତୁମେ ଯଦି ମୋତେ ମନା କରନ୍ତ ତେବେ କାହାକୁ ମୁଁ ମନେଇଁ ପାରନ୍ତି ମୋତେ ଥରେ କହି ଦିଅନା ? ସତରେ ତୁମେ ଯଦି ମୋତେ କବାଟ କିଳନ୍ତ ତେବେ କାହା ଦୁଆରେ ମୁଁ କବାଟ ବାଡେଇବି ଥରେ କହି ଦିଅନା ?
Loading comments…
Loading comments…