ସ୍ତ୍ରୀ ମୋ କହୁଛି- ବର୍ଷା ନ ହେଉ, ମ୍ୟାଚ ଖେଳାଯାଉ- ମାଂସ ରାନ୍ଧି ଦେବୀ କହୁଛି। ।୩। ଦେଶ ଦେଶ ପାଇଁ ଜୀବନକୁ ବାଜି- ଲଗାଉଛନ୍ତି ଜନଗଣ । ଖେଳ ଓ ଖେଳାଳି, ଶତ୍ରୁ ଯୋଦ୍ଧା ହୋଇ- ମାରିବେ ଚୌକା-ଛକା ବାଣ।୪। ପାକିସ୍ତାନ-ଭାରତ ମ୍ୟାଚ ଯେ, ନ ଦେଖିଛି, ସେ କି, ଦେଶର ଭକ୍ତ । ରୁହ ହେ ଏଥର .? ସ୍ତ୍ରୀ ମୋ କହୁଛି- ମ୍ୟାଚଟି ଦେଖିବା, ତମେ ହୋଇଯିବ ମୁକ୍ତ ।୫। World କପ- ଏଥର ଆଣିବ ଭାରତୀୟ ଟିମ ଆମର, ରୁଜ ହେ ଏଥର । ରବିବାର ଦିନ- ମିଶିକି ଦେଖିବା, ମ୍ୟାଚଟି ହେବ, ଫୁଲ ପାୱାର
Loading comments…