by Shubhra Suchitra Mahanta ✓ · 1 Nov 2020
ସକାଳେ ସନ୍ଧ୍ୟାରେ ଝାଡୁ ଧରାଏ ବାସନ ଧୁଅ କହି ଦେଇ ପଳାଏ ଲୁଗା ପଟା ଆଣି କଚାଡି ଦିଅଇ ଖଟେ ବସି ଖାଲି ଭାଷଣ ମାରଇ ଶାଶୁ ଫୋନ୍ କଲେ କୁହେ ଖଟୁଛି ସତେ ଯେମିତି ମୁଁ ଶୋଇ ରହୁଛି ତା ପାଇଁ ରାନ୍ଧେ ଚିକେନ୍ ବିରିୟାନୀ ଝାମ୍ପି ଖାଇ ଯା
Loading comments…
Loading comments…