by KRUTIBAS NAYAK ✓ · 10 Dec 2020
ପାଖ ପଡ଼ୋଶୀଙ୍କ ନାମ ଥିବ ଯଦି ପାଖରେ ଥିବା ସ୍କୁଲରେ, ତୁମନାମ ଥିବ ଅଜଣା ଜାଗାରେ ଲେଖାଥିବ ନିଶ୍ଚେ ଭୁଲରେ | ଯେତେଥର ନାମ ଠିକଣା ନେଲେ ବି ଫର୍ମ କରିବା ପୂରଣ, ନିର୍ବାଚନ ବେଳେ ରାଜନୀତି ବାଲା କହିବେ ମଧୁର ବଚନ |
Loading comments…
Loading comments…