by Bijaya Kumar Swain ✓ · 5 Jul 2021
ପୁରୁଷ ଉତ୍ତମ ରାମ ତେଜି ରାଜ ସିଂହାସନ ଚଉଦ ବରଷ ପାଇଁ ଯାଇଥିଲେ ବନେ ଧାଇଁ ହୋଇ ସେ ଯେ ରାଜ ପୁତ୍ର ସତ୍ୟେ ରଖି ସଦା ଚିତ୍ତ ପିତୃ ସତ୍ୟ ପାଳି ସେ ଯେ ଉଡ଼ା ଇଲେ ସତ୍ୟ ଧ୍ଵଜା ବିଶ୍ଵ ହେଲା ଚମତ୍କାର।। ସତ୍ୟ ହିଁ କଠୋର,,,,,
Loading comments…
Loading comments…