by Sudhanjali Mishra ✓ · 12 Jun 2019
ସମୟସ୍ରୋତରେ ଯେଵେ ନିର୍ଣ୍ଣୟ କରିପାରେ ନାହିଁ ମନ ଆଗାମୀର ଆଶା ଭରସାକୁ ........ ସୂଚାଇଦିଏ ପରିବର୍ତ୍ତନଶୀଳ ଦୁନିଆରେ ଗଢିବାକୁ ହେବ ସ୍ମୃତିର ତାଜମହଲ ଆବୋରିନେବାକୁ ହେବ ନୂତନ ପ୍ରେରଣାର ପ୍ରତିଶ୍ରୁତିକୁ ....।।
Loading comments…
Comments
Loading comments…