by Bijaya Kumar Swain ✓ · 23 May 2021
ସେ ଥିଲେ ଏମିତିକା ବନ୍ଧୁ ଦ୍ବାରିକା ର ଅଧିପତି ଚିଂହିବେ ସେ ମୋରେ ମାନେ ଥିଲା ଭିତି। ସେ ପରା ଅନ୍ତର୍ଯ୍ୟାମୀ ବୁଝିପାରି ବନ୍ଧୁ ମନକଥା ପାଛୋଟି ନେଇ ସମ୍ମାନ ରେ ପାଦ ଧୋଇ କରିଥିଲେ ବନ୍ଧୁର ସତ୍କାର ଅତି ସରାଗ ରେ।
Loading comments…
Loading comments…