by Goutam Mohanty ✓ · 22 Apr 2021
ଖୁସିରେ ଗଢ଼ୁଛୁ ସଂସାର ଗୋରୀତୁ ମୋତେ କରିଦେଇ ପର, ତଥାପି ହୃଦୟ ତତେଲୋ ଝୁରୁଛି ହୃଦୟ ବୁଝୁନି ମୋର।। ମୋ ହୃଦୟେ ତୁହି ଆଜି ବି ରହିଛୁ ଥିଲୁ ତୁ ଯେପରି ଦିନେ, ରହିଥିବୁ ସଦା ଚିରଦିନ ପାଇଁ ଏକଥା ରଖିଥା ମନେ।।
Loading comments…
Loading comments…