by Debasis Ray ✓ · 17 Nov 2020
ନାହିଁ ରେ ନାତି ବିନା ଚଷମାରେ ମୋତେ ଅକ୍ଷର ଦିଶେ ଅଙ୍କା ବଙ୍କା କହନ୍ତ ଯଦି ତମ ପିଲାବେଳ କଥା ଶୁଣନ୍ତି ମୁଁ ଟିକେ ନତ କରି ମଥା ଆମବେଳେ ନଥିଲା ଘର ଖେଳ ପଡିଆରେ ସବୁ ହେଉଥିଲୁ ମେଳ ସବୁ ମିଶି ଆମେ ଖେଳୁଥିଲୁ ବାଗୁଡି
Loading comments…
Loading comments…