by Sangita Mishra Satapathy ✓ · 24 May 2022
କଜଳ ଲଗା ସେ ଆଖି ଆଖିରେ ସପନ ମାଖି ଲୁହ କୋହ ସବୁ ଚାପି ନୂଆ ବୋହୂଟିଏ ସାଜି ବାପାଙ୍କ କଥାକୁ ରଖି ଦୁଇ କୁଳ ଲାଗି ଦୁହିତା ଜନମ ମଥା ରଖିଥିବୁ ଟେକି ପରକୁ କରି ଆପଣା ଭୁଲିବୁ ଘର ଅଗଣା ମାନିବୁ ସବୁ ସଣ୍ଠଣା ଭଲ ବୋହୂରେ ହେବୁ ତୁ ଗ
Loading comments…
Loading comments…