by Shashanka sekhar Ray ✓ · 8 Jul 2019
ସାରାରାତି ବିଛଣାରେ ଛଟପଟ ହୋଇ ଆଜି ଭାବୁଛି ଫୁଙ୍ଗୁଳା ଲଙ୍ଗଳା ସରଳ ମଣିଷଙ୍କ କଥା ଯାହାର ଖିଲିଖିଲି ହସରେ ରହିଛି ଜୀବନର ସ୍ଵାଦ ଆଉ ପ୍ରାଣର ଆକାଶରେ ଉଡୁଛି ଶାନ୍ତିର କପୋତ ।
Loading comments…
Comments
Loading comments…