by Debaki Behera ✓ · 7 Oct 2020
ନିଜ ହାତେ ସିଏ ମାଟି ହାଣଇ l ଅନାବନା ଘାସ ସେଠି ବାଛଇ କେତେ କଷ୍ଟ ଏହି ହାତ କରଇ ବେଉଷଣ ପରା ସେହି କରଇ l ମୁଠାରେ ସିଏ ସୁନା ଫଳାଏ ଆହାର ପୁଣି ଜଗତେ ଦିଏ l ଏଇ ହାତଟିକୁ ଭରସା କରି ନିଶ୍ଚିନ୍ତ ରେ ଶୁଏ ସାହାବ ଭାରି l
Loading comments…
Loading comments…