by DILIP KUMAR SAHOO ✓ · 20 Aug 2020
କଇଁ ଫୁଲରେ ଭରା ପୋଖରୀ ପାଚିଲା ଧାନ ସୁନା ଲହରୀ କୁନି ପିଲାଙ୍କ ଚାହାଳି ଫେରା ଶୀତ ସକାଳ ନରମ ଖରା ଭାରି ସୁନ୍ଦର ଭାରି ମଧୁର ମାଟି ମାଆର ସ୍ନେହ ଆଦର ସୁନ୍ଦର ଭାରି , ଭାରି ସୁନ୍ଦର....
Loading comments…
Comments
Loading comments…