by Suresh chandra Padhy ✓ · 15 Jul 2021
କେତେ ପୂଣ୍ୟ ବଳେ ନେଇଛି ଜନମ ତୋର ସେବା ହେଉ ମୋହର କରମ ସଂସାର ମାୟାରେ ନ ବାନ୍ଧିବୁ ମୋତେ ସାଥି ହୋଇ ରହିଥିବୁ ଭଜିବି ତୋତେ ଭାବରେ କରିବି ତୋର ଗୁଣ ଗାନ ଆହା କି ସୁନ୍ଦର ନବ ଯଉବନ
Loading comments…
Comments
Loading comments…