by Madhabi Patel ✓ · 9 Mar 2022
ସୂର୍ଯ୍ୟମୁଖୀ ଫୁଲ ଛତ୍ରଟାଣି ମୁକୁଳ ଲୋଭନୀୟ କରେ ଧରା। ପ୍ରୀତିର ପରଶେ ସୂର୍ଯ୍ୟ ଦେଖି ହସେ ଧରାରେ ପ୍ରସାରେ ଖରା।
Loading comments…
Loading comments…