by Pratima Das ✓ · 13 Jun 2019
ରିମକାଗଜ ଥାକ ଥାକ, ଭଙ୍ଗା ହୋଇକରି ସିଲାଇ ହୁଏ , ଅଙ୍କ ଖାତା ଆଉ ମାନସାଙ୍କ, କି! ପ୍ରେମ ଥିଲା ରେ ତୋ ସାଥେ , ମୋ ଦୁଆତ ,ଖାତା, କଲମ ଯେ ଲାଗେ, କ୍ରୋଧର ଶିକାର ହୁଏ ଆଗେ।
Loading comments…
Loading comments…