by DILIP KUMAR SAHOO ✓ · 14 Jul 2021
ଘାସ ଗାଲିଚାରେ ସାଧବ ବୋହୁ ନାଲି ପାଟ ନାଇ କୁଆଡେ ଯାଉ । ବରଷା ରାତିରେ ବେଙ୍ଗୁଲୀ ରଡି କଉମାଛ ଯାଏ ଗଛରେ ଚଢି । ନୂଆପାଣି ଆସେ ନଈ ନାଳରେ ପାଣି ଖେଳେ ଦୋଳି ଦୁଇ କୂଳରେ ।
Loading comments…
Loading comments…