by Parshuram Biswal ✓ · 13 Aug 2017
ଦେବକୀଙ୍କ କୋଳେ କୃଷ୍ଣ ସିନା ଜନ୍ମ, ପାଳିଲେ ଯଶୋଦା ମାତ ବ୍ରହ୍ମା ସରଜିଲେ ମାନବ ସମାଜ, ତୋଳିଦେଲେ ଚାଷୀ ହାତ କହରେ କାଳିଆ ଚାଷୀଟି ନଥିଲେ କେ’ ଦିଅନ୍ତା ମୁଠେ ଭାତ ?
Loading comments…
Comments
Loading comments…