by Akshayakumar Dash ✓ · 25 May 2019
ଅଳସୁଆ ଲୋଭଦେହ ଭୋଗୀ କରମ ନକରି ହୁଏ ରୋଗୀ । ତାଲା ପଡି କଳଙ୍କିତ ଧରେ ସୁଖ ଶାନ୍ତି ଶିରି ତୁଟେ ଘରେ ।
Loading comments…
Loading comments…