by Ramachandra Bhutia ✓ · 2 Mar 2021
ଭାଙ୍ଗ ଧ୍ୟାନ ହେ କାମାରୀ ପିନାକ ହସ୍ତରେ ଧରି ଚଢ଼ାଅ ପ୍ରତ୍ୟଞ୍ଚା ଶଦ୍ଦେ ହେଉ ବଜ୍ରପାତ କମ୍ପୁ କୈଳାସ ପର୍ବତ ସପ୍ତସିନ୍ଧୁ ଆଲୋଡିତ ଭସ୍ମ କର ଅଜ୍ଞାନକୁ ଜ୍ଞାନେ କର ଆଲୋକିତ
Loading comments…
Loading comments…