by Parshuram Biswal ✓ · 18 Jul 2017
କହିଦେ କାଳିଆ ପୁଅକୁ ତୋହର ଦେଶ ପାଇଁ ଜାତି ପାଇଁ ପଡୁ ପଛେ ତା’ର ଜୀବନ ଦବାକୁ, ନଯାଉ ସିଏ ପଛେଇ ତା’ର ଜାତୀୟତା ସରଗ ଛୁଉଁରେ ତା ନାଆଁରେ ବାଜୁ ବାଜା ।
Loading comments…
Loading comments…