by Ajit Kumar Raut ✓ · 22 May 2021
ଜ୍ଞାନ ଦିଅ ପ୍ରଭୁ ଚିହ୍ନିବି ତୁମଙ୍କୁ ଶକ୍ତି ଦିଅ ପ୍ରଭୁ ଭଜିବି ତୁମଙ୍କୁ, ସତ୍ୟପଥେ ନିଅ ଜୀବନେ ଆମଙ୍କୁ ନିଃସ୍ୱାର୍ଥର କର୍ମେ ଯୋଡହେ ଆମଙ୍କୁ
Loading comments…
Loading comments…