by Prasanta kumar Hota ✓ · 26 Nov 2018
କିଦେଇ ପୂଜିବି ପ୍ରଭୁ ହେବି ନାହିଁ ଅଶରଣ ଭାବହୀନ ଭାବ ମୋର କରୁଅଛି ଅରପଣ ଦେଇ ଅଛ ଏ ଜୀବନ ତୋର ପାଦେ ଦେଲି ଦାନ
Loading comments…
Loading comments…