by Prasanta Kumar Nath ✓ · 26 Feb 2021
ଉତ୍ତରଦେବା ମଣିଷଙ୍କ ଚାଲେ ମୁହଁ ଚହାଁ ଚୁହିଁ ପର୍ବ ସବୁ ଗୋଟିଏ ଡାଳର ପକ୍ଷୀ ମେଳବାନ୍ଧି ସ୍ୱାର୍ଥ ସିନା ସାଧନ୍ତି; ବିପଦ ଆସିଲେ ଅଲଗା ଉଡ଼ନ୍ତି କା'ର କ୍ଷତି ହେଲା! କିଏ କଷ୍ଟ ପାଇଲା! ଅପେକ୍ଷା କରନ୍ତିନି ଜାଣିବାକୁ ।
Loading comments…
Loading comments…