by Dr Baman Chandra Dixit ✓ · 22 Jul 2019
ଥିଲେ ପରିଜନ ଥିଲା ବୟସ ଥିଲାନାହିଁ ଏକା ଭକ୍ତି ପ୍ରୟାସ ଥରିଲାଣି ହାତ ଆସରା ବାଡ଼ି ଥରେ ପାଦ ବେନି ନପାରେ ଚାଲି ଥକିଲାଣି ଦେହ ମନ ଯେ ଥରେ ନିଅ ତୋଳି ରାମ ବନମାଳୀ
Loading comments…
Loading comments…