by Maheswar sahoo ✓ · 10 May 2019
ମଦ୍ୟ ନାରୀ ଲୋଭ,ଏହି ତିନିଗୋଟି ବଡ଼ ଶତ୍ରୁ ମାନବକୁ: ଦୁରେଇ ରହିଲେ ମଦ୍ୟ ପାନଠାରୁ ରାହେନି ଶତ୍ରୁ ନିଜକୁ:: ଅତିଲୋଭେ ହତ ହୋଇଥିଲା ଲଙ୍କା ନକରହେ ତୁମେ ଲୋଭ: ନାରୀ ନାରାୟଣୀ ମାଆ ଠୁଁ ଭଉଣୀ ନାରୀ ସମ୍ମାନରେ ଶୁଭ::
Loading comments…
Loading comments…