by Shashanka sekhar Ray ✓ · 12 May 2020
ଭଲ ଠାରୁ ଖରାପଟା ଏତେ ବିଶ୍ଵସ୍ତ କାହିଁକି ଯାହାକୁ ଲୁଚାଯାଇଥାଏ ଫରୁଆରେ ମନ ଖୋଜେ କାହିଁ ବାରମ୍ଵାର ତାକୁ ଆଖି କାନ ପାଟିକୁ ଦେଇହୁଏନି ତୁଣ୍ଡି ଭାରି ଅବୋଲକରା ଏମାନେ
Loading comments…
Comments
Loading comments…