Loading…
ମାଆ କହୁଛି ଧନରେ... ଖାଲିପେଟରେ ରହିବୁ ନୀହିଁ ତେଲ ମସଲାକୁ ଛୁଇଁବୁ ନାହିଁ ଖରା ବରଷା ରେ ବୁଲିବୁ ନାହିଁ ଉପବାସ ବେଶି ରହିବୁ ନାହିଁ ଦେହ କୁ ଯାଗ୍ରତ ନେବୁରେ ତୁହି ଗୁରୁ କହୁଛନ୍ତି...... ମନଦେଇ ପାଠ ପଢ଼ିବାପାଇଁ ସମୟ କୁ ନଷ୍ଟ କରିବ ନାହିଁ ସତକହିବାକୁ ଡରିବ ନାହିଁ ସମ୍ମାନ ଦେବାର ହାରିବ ନାହିଁ ଭଲଭଲ କାମ କରିବା ପାଇଁ ସମାଜ କହୁଛି... ମିଳିମିଶି ସବୁ ଚଳିବା ପାଇଁ ମାନବ ଧର୍ମ କୁ ରଖିବା ପାଇଁ ପ୍ରକୃତି କୁ ରକ୍ଷା କରିବା ପାଇଁ
Comments
Loading comments…