by Satyabati Swain ✓ · 12 Oct 2021
ମୁଁ ହସିଲେ ଯାହା ମୁହଁ ହସେ ମୁଁ ଖାଇଲେ ଯାହା ପେଟ ପୁରେ ମୁଁ ରୋଗରେ ପଡିଲେ ଯେ ରୋଗୀ ହୋଇଯାଏ ମୁହଁ ଦେଖି ମୋ ଭିତର ଯିଏ ଅକ୍ଳେଶରେ ପଢିପାରେ।
Loading comments…
Loading comments…