by Ashok Kumar Pradhan ✓ · 4 Mar 2020
ଭାବିଥିଲି ପ୍ରିୟା ବଳକା ଜୀବନ ତୁମ ପାଇଁ ଜୀଇଁ ଯିବି, ପ୍ରେମ ସିନା କେବେ ଭୋଗ୍ୟ ନୂହେଁ ଜାଣି ତ୍ୟାଗ କରି ଚାଲୁଥିବି ll ମୁଁ ସିନା ଏକ ଅଲୋଡା ମଣିଷ ଏଇ ସଂସାର ହାଟରେ, ତୁମ ଚଲାପଥ କୁସୁମିତ ହେଉ ଶୁଭ ଆଶିଷ ବୃଷ୍ଟିରେ ll
Loading comments…
Comments
Loading comments…