by SARATA KUMAR DAS ✓ · 8 Jul 2019
ତମେ ଆସିବ ବୋଲି ତ ମୋ ହୃଦୟରେ ବାନ୍ଧିହୋଇ ରହିଥିବା ତମ ସବୁଜ ସ୍ମୃତି ସବୁ ଲମ୍ବି ଲମ୍ବି ଯାଉଛି ଭୂମିରୁ ଭୂମାକୁ ଖିଲି ଖିଲି ହସୁଛି ମୋ ଆତ୍ମାରେ ତମ ପ୍ରତିବମ୍ବ ପାଇବାକୁ ନୀଳସ୍ପର୍ଶ ଟିକେ
Loading comments…
Loading comments…