by SARATA KUMAR DAS ✓ · 8 Jul 2019
ପ୍ରିୟତମା ! କେତେ କଷ୍ଟ ସତେ ହଜିବାରେ ତମରି ପ୍ରୀତିରେ ! ପୁଣି ମଜ୍ଜିବାରେ ତମରି ଗୀତିରେ କେତେ କଷ୍ଟ ସତେ ନିତି ତମ ବାଟ ଚାହିଁ ବସିବାରେ ! ସତରେ , ଅସହ୍ୟ ହେଲାଣି ଯନ୍ତ୍ରଣାର ଜଉଘର ଅସହାୟ ଲାଗେ ମାଟିରୁ ଆକାଶ ବିଳପି ଉଠେ ଆତ୍ମା ମୋର ବେସୁରା ରାଗରେ
Loading comments…
Loading comments…