by SARATA KUMAR DAS ✓ · 12 Aug 2019
ହୋଇପାରେ ଆଜି ସେ ଅତୀତ ସୁପ୍ତ ଓ ଅବ୍ୟକ୍ତ ହୋଇପାରେ ଅବରୁଦ୍ଧ ଆଉ ଗୁପ୍ତ ମୋ ମନର ସୁନା ଫରୁଆରେ, ତଥାପି ମୁଁ ବିଗଳିତ,ବିଚଳିତ ପୁଣି ଆହ୍ଲାଦିତ, ପୁନଶ୍ଚ ପରିବ୍ୟାପ୍ତ ତମ ମିଠା ମିଠା ଭାବନାରେ ସିକ୍ତ ଆବେଗରେ ତମ କମନୀୟ ରୂପ ଲାବଣ୍ୟରେ ।
Loading comments…
Loading comments…