by SARATA KUMAR DAS ✓ · 12 Aug 2019
କେବେ କେବେ ମୋ ଆଖିରେ ଲାଖିଯାଏ ଝଲମଲ ଦିଶୁଥିବା ତମ ନାଁ ଜହ୍ନର ଛାତିରେ ଆଉ କେତେବେଳେ ଝଲସି ଉଠେ ତମ ରୂପର ପସରା ପବନର ପାପୁଲିରେ ।
Loading comments…
Comments
Loading comments…