by SARATA KUMAR DAS ✓ · 17 Aug 2019
ହସିଦେଇଥିଲ ତମେ ଫିକ୍ କରି କହୁଥିଲ ଚୁପି ଚୁପି କାନେ ମୋର " ଏଇ ଦେଖନା ! କେତେ ଅଝଟ ଏ ସମୁଦ୍ରଟା ! କେତେ ଚଗଲାମି ତା' ଚଗଲାପଣର ! ଆଉ ବିଚାରା ଏ ବେଳାଭୂଇଁ "
Loading comments…
Comments
Loading comments…