by SARATA KUMAR DAS ✓ · 25 Jul 2019
ଏକା ଏକା ଏତେବଡ ରାସ୍ତାରେ ପାଦ ମୁଁ ଥାପିଛି ଓଦା ଜୁଡୁବୁଡୁ ତମର ସେ କେଉଁ ଏକ ଅନାବିଳ ପ୍ରେମର ଫଲ୍ଗରେ , ଭାସୁଛି ମୁଁ କୁଟାଖିଅଟିଏ ଖାସ୍ କେଉଁ ଏକ ମୁଗ୍ଧ ଅନ୍ବେଷଣରେ ।।
Loading comments…
Comments
Loading comments…