by SARATA KUMAR DAS ✓ · 9 Jul 2019
ନୂପୁରର ଛନ୍ଦେ ଝୁମିଲାଣି ସିକ୍ତ ବନଭୂଇଁ ସ୍ବାଗତ କଲେଣି ପେନ୍ଥା ପେନ୍ଥା ଫୁଲର ଚାଙ୍ଗୁଡି ଆନନ୍ଦେ ବିଭୋର ପଶୁପକ୍ଷୀ ତରୁଲତା ଯେତେ ନାଚିଲେଣି ଥିରିଥିରି ପ୍ରୀତିର ମଦିରା ଓଠେ ପ୍ରେମସିକ୍ତ ମଧୁର ମୁରଲୀର ସ୍ବନେ ,
Loading comments…
Comments
Loading comments…