by Ajaya Mahala ✓ · 26 Jul 2019
କେବେ ଥରେ ନିଶ୍ଚେ କହିଥିବି ତୁମକୁ ମୁଁ ବି ନିଜେ ଗୋଟେ ସରଳରେଖା କେବେ ତୁମକୁ ମିଳେ ତ କେବେ ତୁମର ତଥାକଥିତ ବିରୋଧୀ ମାନଙ୍କୁ ଆଉ କେବେ ଗହନ ପୀଡ଼ାରେ ମୁଁ ନିଷ୍ଠୁର ହୋଇ ଛେଦ କରିଥାଏ ନିଜେ ନିଜକୁ ବି ଥରକୁ ଥର ଅନେକ ଥର ।
Loading comments…
Loading comments…