by Shashanka sekhar Ray ✓ · 22 May 2019
ଗାଲରେ ପାଚିଲା ଦାଢିଭର୍ତ୍ତି ଶୁଖିଲା ମୁଁହ ପୁଅବୋହୂଙ୍କ ଅସହ୍ୟ କଟାକ୍ଷ ଶରେ ଧରାଶାୟୀ ଭୀଷ୍ମ ପରି ଅପେକ୍ଷା କରିଛି ଖାଲି ମୁଁ ଇଚ୍ଛାମୃତ୍ୟୁକୁ ।
Loading comments…
Loading comments…