by Jashobant Pattanayak ✓ · 4 Dec 2020
ତମକଥା ମନେପଡେ... ଧିମାଧିମା ଲାଗେ ନିଃଶ୍ବାସଟା ଅମାନିଆଁ କୋହସବୁ ଉଠିଚାଲିଯାଏ - ବୁକୁଚିରି ଶୂନ୍ୟପଥପରେ ; "ତମେ" ଗଲାପରେ ।। ନିତି ନିଶି ନିଦେ ଦେଖେ ଭଙ୍ଗାଭଙ୍ଗା ଲାଗେ ସପନଟା ଉଡ଼ାଣିଆ ଚଢେଇର ଡେଣା ଜଳିଯାଏ - ଅସରନ୍ତି ଦୁଃଖ
Loading comments…
Loading comments…