by Bhagirathi Behera ✓ · 31 Jul 2018
ଝାଟିମାଟିର ସୁଖ ଦେଇ ଆସ ପାପୁଲିର ପାପୁଲିୟେ ବିଶ୍ଵାସ ହେଇ ଆସ ସମ୍ପର୍କର ପୁଳାଏ ନିଃଶ୍ଵାସ ନେଇ ଆସ ଏ ରୁଗଣ ସମାଜକୁ ॥
Loading comments…
Loading comments…