by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 5 Dec 2020
ମୋ ମନ ପ୍ରାଣର ଆଶା ତମେ ଗଢିଛି ଏକ କଳ୍ପନାର ମହଲ ବହୁ ଶ୍ରମେ, ପୁନେଇଁ ଚାନ୍ଦ ହୋଇ ଉଇଁ ଆସି ମୋ ଭାଗ୍ୟ ଆକାଣେ ରହିବ ଆରାମେ ତମ ସାଥେ ମିଶି ସାଇତା ସପନ ପୂରଣ କରିବା ସବୁ ଆମେ।
Loading comments…
Comments
Loading comments…